STORYMIRROR

kamal kumar dash

Abstract

2  

kamal kumar dash

Abstract

ମନୁଆଁ ମନ

ମନୁଆଁ ମନ

1 min
179

କିଅବା ବୁଝିବ   ମନୁଆଁ ମନକୁ 

   ଅବIମନ କଥା ତାର 

ତୁମେ ସିନା ବୁଝ ମନର କବିତା 

   ବାକି ସବୁ କଥା ପର

ଭଲ ପାଇବା ଟା ନୁହେଁ ଦି ଦିନିଆଁ 

   ନୁହେଁ ଭୁଲି ବାର କଥା 

ଭୁଲି ଯାଏ ଯିଏ  ଭଲ ପାଇଁ ସାଥି 

   ଲୁହରେ ଲେ6ଖ କବିତା

ଦୁନିଆଁ ବାଟରେ କେତେ କେ ଆସିବେ 

   ପାଇବେନି ସବୁ ଭଲ 

ଗୋଲାପ ଗଛ ରେ  କଣ୍ଟା ବି ରହିବ 

   କଣ୍ଟାର ସାଥିରେ ଫୁଲ

ଫୁଲ ଧରିବାକୁ    ହାତ ବଢ଼ାଇଲେ 

    କଣ୍ଟାର ଆଘାତ ମିଳେ 

ତଥାପି କାହିଁକି    ଜାଣେନା ପତଂଗ 

    ଦୀପର ନିଆଁ ରେ ଜଳେ

ଭଲ ପାଇବା6ର  ଜୀବନଟା ଯଦି 

    ଜଳି ଜଳି ସରିଯାଏ 

ଵୁଝେନା ମୋ ମନ ତଥାପି କାହିଁ କି

    ତୁମେ ଏତେ ଝୁରୁ ଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract