Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମଣିଷର ମହତ୍ତ୍ଵ

ମଣିଷର ମହତ୍ତ୍ଵ

1 min
6.9K


ମନୋଜ କୁମାର ତ୍ରିପାଠୀ



ସ୍ରଷ୍ଟା ସୃଷ୍ଟିର ମହାନୀୟ ଦାନ ମଣିଷ ଜୀବନ

ସବୁଠାରୁ ଉକୃଷ୍ଟ ଯେ ଏହାର ଚିନ୍ତନ

ଅସତ୍ୟ ଅନ୍ୟାୟ ପଥେ ଚାଲି ନ ଯିବା

ମଣିଷ ମହତ୍ତ୍ଵକୁ ଆମେ ନିଶ୍ଚୟ ବୁଝିବା l


ବାମନ ହୋଇକି ମଧ୍ୟ ଚନ୍ଦ୍ରକୁ ଛୁଇଁଲା

ସଫଳତାର ପାହାଚକୁ ଅତିକ୍ରମ କଲା

ଜାତିର ଗୌରବକୁ ବଜାଇ ରଖିବା

ମଣିଷର ମହତ୍ତ୍ଵକୁ ଆମେ ନିଶ୍ଚୟ ବୁଝିବା l

ଦେଖାଇଲା ସତ୍ୟ ବାଟ ନୀତି ଯେ ସହସ୍ର

ମିଥ୍ୟାକୁ ଆଶ୍ରୟ କରି ବାଟ ନ ଚାଲିବା l

ମଣିଷର ମହତ୍ତ୍ଵକୁ ଆମେ ନିଶ୍ଚୟ ବୁଝିବl l


ଅନ୍ୟାୟ ଅଧର୍ମର କେବେ ଜୟ ନ ହୋଇବ

ଦିନେ ନ ଦିନେ ତାର ପବନ ହୋଇବ

ଜୀବନର ମୂଲ୍ୟ ବୁଝି ସତର୍କ ହୋଇବା

ମଣିଷର ମହତ୍ତ୍ଵକୁ ଭାଇ ନିଶ୍ଚୟ ବୁଝିବା l


Rate this content
Log in

Similar oriya poem from Classics