Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance

3  

arun sahoo

Romance

ମନ ରହିଗଲା ତୁମରିଠାରେ

ମନ ରହିଗଲା ତୁମରିଠାରେ

1 min
366


ତୁମକଥା କାହିଁକି ମନେପଡେ ଜାଣିନି ପାଗିଳୀ

କିନ୍ତୁ ଯେଵେବି ମନେପଡୁଛି ବହୁତ ଭଲ ଲାଗୁଛି

I Miss you !

ମନର ମାନସୀଗୋ ତୁମେ 

ହୃଦୟରେ ଆସିଲେ ଆସି ଚାଲିଗଲେ 

ସମୟ କହିଲା ରହିବୁ ଏକଲା

ମୋ ମନ ରହିଗଲା ତୁମରିଠାରେ ।


ଶୁଣଗୋ ସଜନୀ ଦିବସ ରଜନୀ

ତୁମେ ତ ଆସିଲ ନାହିଁ 

କାହାପାଇଁ ସେ ଅଢ଼େଇ ଅଖ୍ୟର

ଲାଗେ ସବୁ ଧୁଆଁ ଧୁଆଁ 

କେବେ ସିଏ ବସନ୍ତର ସ୍ବର

ପ୍ରେମ ମିଠାକୁ କୋଇଲି ର ମଧୁର ସ୍ବର

ମନ ରହିଗଲା ତୁମରିଠାରେ ।



Rate this content
Log in

Similar oriya poem from Romance