STORYMIRROR

kamal kumar dash

Abstract

2  

kamal kumar dash

Abstract

ମନ ର ମନ ଟା

ମନ ର ମନ ଟା

1 min
319

ମନ ର ମନ ଟା    ପ୍ରୀତିର କବିତା 

       ସପନ ର ପିଲା ଦିନ

ମନ ଗହୀର ର     ସ୍ମୃତି ଫରୁଆ ରେ

       ସାଇତା ଯାହାର ଚିହ୍ନ

ସେଇ ଦିନ ଯଦି  ଚିହ୍ନା ମୁଁହ ହୋଇ

        ରାତି କୁ କରି ବ ଦିନ

ଅଦିନରେ ଫୁଣି        ଫଗୁ ବରଷିବ

         ସ୍ମୃତି ହେବ ରୂପା ଜହ୍ନ

ସେଇ ଧୂଳି ଖେଳ    ସାଙ୍ଗ ସାଥି ମେଳ

         ନଈରୁ ପୋଖରୀ ଯାଏଁ

ଗାଁ ମନ୍ଦିର ରୁ        ଧାନ ଖେତ ଘେରା

        ପାଳ ଭୁତ କଥା କୁହେ

ଗାଁ ଠାକୁରାଣୀ      ଦଣ୍ଡ ନାଚ ଗୀତ

        ଝାମୁ ଜIତରI ନିଆଁର

ଆଜି ମାନେ ପଡେ   ସେ ବାବନା ବର

      ଭୁତ ଚିରୁଗୁଣୀ ଘର

ପିଲାଦିନ ସ୍ମୃତି      ଝଲସେ ମନରେ

         ଆଙ୍କି ଦିଏ ପ୍ରତି ଛବି

କେବେ ଫେରିବନି   ସେଇ ଗଲାଦିନ

          ତାହାରି ସ୍ମୃତିରେ କବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract