ମନ ଆଇନl
ମନ ଆଇନl
ମନ ଆଇନl ରେ ତୁମ ଛବି ଆସେ
ଆସିକି ମିଳାଇ ଯାଏ
ଜୀବନର ମାନେ ବୁଝିବା ଆଗରୁ
ସବୁ ସ୍ମୃତି ହୋଇ ଯାଏ ।
ତୁମେ ଆଜି ଦୀପ ଜlଳୁଛ କି ନାହିଁ
ଏଠୁ ଦୂରେ ଗଲା ପରେ
ମୁଁ କିନ୍ତୁ ଜାଳୁଛି ଲୁହର ପ୍ରଦୀପ
ଏଠି ବସି ସବୁ ବେଳେ ।
ଭିଜା ଭିଜା କୂଳେ ଆଜି ମୁଁ ବୁଲୁଛି
ଭିଜା ଭିଜା ଆଖି ନେଇ
ଭାବୁଛି ଶାଗର ଗଲା ଅତୀତ କୁ
କେବେବl ଦେବା ଫେରାଇ।

