STORYMIRROR

Ambika Swain

Inspirational

2  

Ambika Swain

Inspirational

ମଲ୍ଲୀ ମାଳା

ମଲ୍ଲୀ ମାଳା

1 min
2.8K


ଟିକି ଟିକି ମଲ୍ଲୀ ବଗିଚାରେ ଫୁଟି

ବାସି ମହକୁଛି, ଦିଗ ଚହଟୁଛି

ଉତଫୁଲିତ କରି ତନୁମନ,

ଆସ ପ୍ରିୟା ମୋର ତୁମ ଗଭାରେ ଖୋସିବି

ମଲ୍ଲୀ ମାଳାରେ ସଜାଇବି

ମନଗହନେ ତୋଳି ଘର ।।


ଅମ୍ବିକା ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational