STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ମୌସୁମୀ

ମୌସୁମୀ

1 min
140


ତୁ ଆସିଗଲେ ମୟୁର ଛମଛମ ନାଚିବ

ବରଷା ରାଗିଣୀ ତୋଳିବ

ନଈ ଫୁଲିବ କାଗଜ ଡ଼ଙ୍ଗା ଭାସିବ

ଚଉକା ଚଉକା ପାଣିରେ ପଦ୍ମ ଫୁଟିବ

ନୀଳକଇଁ ହସିବ ଖିଲଖିଲ

ସାଧବ ବୋହୁ ପାଦ ପକେଇବ ମଖମଲ୍ଲୀ

ବୁଢୀମା ପାନ ଖାଇ ଓଠ ନାଲି ନାଲି

ଅଜାଙ୍କ ମୁଣ୍ଡେ ଛତା ରଙ୍ଗ ଦିଶିବ ନାଲି l


ବେଙ୍ଗ କେଁ କଟର ଡାକିବ

ଶୀତଳ ସବୁଜ ବାନାନୀ ସାଜିବ

ଧରଣୀ ସବୁଜ ପଣତରେ ସିନ୍ଦୁର ନାଇବ

ଜହ୍ନି ଫୁଲ ଫୁଟି ଝରିଯିବ

କୁଆଁରୀ ଲାଜ ସରିଯିବ ପାଉଁଜି ଶବ୍ଦ ଶୁଭିବ l

ଚାରିଆଡେ ଛମ ଛମ ତାନ

ରହି ରହି ମଳୟ ଜିଣିବ ମନ

ଶୀତଳତା ଦୂରେଇବ ଦହନ ଏ ସନ

ଚାଷୀ ଭାଇ ସନ୍ତୁଷ୍ଟିରେ ମଗ୍ନ

ମୁଗ୍ଧ ହେବ ସଭିଙ୍କ ଉଦାସୀ ଲଗ୍ନ

ସାଥେ ମନ ମୁନ ମାନ ଓ ସମ୍ମାନ

ଜଗନ୍ନାଥ କରନ୍ତୁ ଆଶୀର୍ବାଦ ପ୍ରଦାନ

ବରଷା ଆଣିଦେଉ ଭାତ ହାଣ୍ଡି ସାଥେ

ଶଙ୍ଖ ଚକ୍ର ଗଦା ପଦ୍ମ ଚି଼ହ୍ନ l



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Sunanda Mohanty

ଆଷାଢ ରଥ

ଆଷାଢ ରଥ

1 min വായിക്കുക

ମନ

ମନ

1 min വായിക്കുക

ବାପା

ବାପା

1 min വായിക്കുക

ବାପା

ବାପା

1 min വായിക്കുക

ବାପା

ବାପା

1 min വായിക്കുക

ବାପା

ବାପା

1 min വായിക്കുക

ବାପା

ବାପା

1 min വായിക്കുക

Similar oriya poem from Action