ତୁମେ ମୋ ଚନ୍ଦ୍ର ତୁମେ ମୋ ଚନ୍ଦ୍ର
ଦୂରେ ଥାଏ ଦେହ ,ମନ ତୋ ପାଖରେ କାୟା ସାଥେ ଛାୟା ପରି ଚାହେଁ ନା କିଛି ଵି ତୋରମନ ଛଡ଼ା ଦୂରେ ଥାଏ ଦେହ ,ମନ ତୋ ପାଖରେ କାୟା ସାଥେ ଛାୟା ପରି ଚାହେଁ ନା କିଛି ଵି...
ଯୁଗେ ଯୁଗେ ଜନ୍ମି ତୁମ ପ୍ରୀତି ପାଇଁ ଆତୁରେ ରହିଛି ଚାହିଁ ଯୁଗେ ଯୁଗେ ଜନ୍ମି ତୁମ ପ୍ରୀତି ପାଇଁ ଆତୁରେ ରହିଛି ଚାହିଁ
ଆକାଶ ଗଙ୍ଗାରୁ ଅବତରି ଆସ କୋଟି କୋଟି ତାରା ଡେଇଁ ଆକାଶ ଗଙ୍ଗାରୁ ଅବତରି ଆସ କୋଟି କୋଟି ତାରା ଡେଇଁ
କେତେ ବସନ୍ତ କେତେ ଫଗୁଣ ଗଲା ଚାଲି, ପବନ ଛୁଆଁ ଆସି କହିଲା ସେ ଅଛି ବୋଲି ତ , କେତେ ବସନ୍ତ କେତେ ଫଗୁଣ ଗଲା ଚାଲି, ପବନ ଛୁଆଁ ଆସି କହିଲା ସେ ଅଛି ବୋଲି ତ ,
କାକର ବିନ୍ଦୁର ମୋହ କାକର ବିନ୍ଦୁର ମୋହ