STORYMIRROR

Sunanda Mohanty

Tragedy Action Classics

3  

Sunanda Mohanty

Tragedy Action Classics

ମାଟି ଘର

ମାଟି ଘର

1 min
198

ସେ ଗୋବର ଲିପାରୁ ଆସୁଥାଏ ଚନ୍ଦନ ର ବାସ୍ନା 

ସେ ଝୋଟି ଚିତା ରେ ସଦା ଥାଏ ତୃଷା 

ସ୍ନେହ ଶ୍ରଦ୍ଧା ଭାଇଚାରା ମିଶା 

ମସିଣା ବା ସଉପ ପାରି ଶୋଇବାର ନିଶା 

ସବୁ ଋତୁ ଅନୁଯାୟୀ ସୁଖ ଭରା ବସା 

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର 

ଅମୃତ ସମାନ ଅଟେ ସେହି ଘର 

ଗାଁ କୁ ଆସିଲେ ଲାଗେ ମୋର ମୋର ତୃଷ୍ନା

ଗାଈଗୋଠ ହମାରଡି ପ୍ରଜାପତି କଙ୍କି ଧରା 

ସ୍ମୃତି ହୋଇ ହଜି ଯାଇ ପୁଣି ଖୋଜି ପାଇ 

ମାଟିଘର ବଖରାଏ ଆଲୋକର ଦିଶା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy