STORYMIRROR

ଡୁଲେଶ୍ବର କୁମାର ସାହୁ

Drama

3  

ଡୁଲେଶ୍ବର କୁମାର ସାହୁ

Drama

ମାଁ

ମାଁ

1 min
188

ଇ ମାଟି ମୁଇଁ ଜନମ୍ ହେଇଛେଁ

ଇ ମାଟି ମୋର୍ ମାଆ

ମାଟିନେ ଜୀବନ୍ ମାଟିନେ ମରନ୍

ମାଟିନେ ମୋର୍ ନାଆଁ ।।

ମାଟିର୍ ମୁନୁଷ୍ ମାଟିର୍ କଥାକେ

କେନ୍ତା ଭୁଲମି ମୁଇଁ

ଚନ୍ଦନ୍ ବାଗିର୍ ଧୁଇଲ୍ କେ ତାର୍

କପାଲେ ମାଖିଛେ ମୁଇଁ ।।

ମାଆ ମାଟିର୍ ପାଏନ୍ ପବନ୍

ମୋର୍ ଦେହର୍ ରକତ୍

ଅରନ୍ ଦେଉଛେ ମୁହୁଁକେ ମୋର୍

ଦେହେ ଦେଉଛେ ଶକତ୍ ।।

ହିଁସା ଅହଁକାର୍ ନାଇନ ଇନେ

ସଭେ ନିଜର୍ ନିଜର୍

ଭାବର୍ ବନ୍ଧନେ ବାନ୍ଧି ହେଇଛନ୍

ଗାଇ ସ୍ନେହର୍ ମଂତର୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama