STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ମାେ ଦେଶବାସୀ

ମାେ ଦେଶବାସୀ

1 min
178


ଭାରତ ବାସୀ ଦେଖି ଯା ଆସି ... ...

ପ୍ରାଣବଳି ବୀର ଦେଇଛି ହସି ... ...!!


ସ୍ୱାଧୀନ କରି ଆମ ଦେଶକୁ ... ...

ମୁକ୍ତ କରିଲେ ପଞ୍ଚ ଭୂତ ଙ୍କୁ ... ... !!


ଆମ ଗୌରବ ଆମରି ଗାଥା ... ...

ନିଜେ ନିଜର ଭାଗ୍ୟ ବିଧାତା ... ... !!


ଆମ ସଂସ୍କୃତି ଜାତି ସଂହତି ... ...

ପରମ୍ପରା ପୁଣି ବୈଭବ କାନ୍ତି ... ... !!


କେତେ ସଂଗ୍ରାମୀ ଅନେକ ପ୍ରାନ୍ତେ ... ...

ମିଳିଲା ମୁକ୍ତି ଦାରିଦ୍ର୍ୟ କୁଶିକ୍ଷା ଅନ୍ତେ ... ... !!


ମୋ ଦେଶବାସୀ କେଡେ ସାହସୀ ... ...

ପ୍ରଗତି ପଥେ ଜାଗ୍ରତ ବେଶୀ ... ... !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational