STORYMIRROR

Prafulla Chandra padhi

Inspirational

3  

Prafulla Chandra padhi

Inspirational

ମା'

ମା'

1 min
159

ମାଆ ମାଆ ମାଆ ମା'ପରି ଆଉ କିଏ

ସବୁ ମିଳି ଯିବ ପଣତ ତା' ନ ମିଳେ

ଜଗତେ ତା'ଠୁ ବଡ ଆଉ କେହି ନାହିଁ

ଭଲ ମନ୍ଦେ ସେ ରହେଚାହିଁ ଚାହିଁ ।

ତୁଳନା ସ୍ନେହର କେବେ ହେବ ନାହିଁ

ତାରି ମୁହେଁ ହସ ପ୍ରୀତି ର ପରଶ

ଶୁଭ ମନାସି ସେ ସବୁ କଷ଼ଟ ସହି

ଜନନୀ ସ୍ୱର୍ଗାଦପି ଗରିୟସୀ ।

ମନର ଘରକୁ ନିଖୁଣେ ସଜାଏ

ଜୀବନର ଫୁଲେ ବାସ ଭରିଦିଏ

ଚାଲିବା ବାଟରେ ଛାଇ ପରି ଥାଏ

ମାଆର ଆଶିଷ ଯେ ଫୁଲ ପରି ।



Rate this content
Log in

Similar oriya poem from Inspirational