STORYMIRROR

Ramesh Chandra Behera

Classics

4  

Ramesh Chandra Behera

Classics

ଲଣ୍ଠନ

ଲଣ୍ଠନ

1 min
575


ବହୁ ଆଦରରେ      ରହୁଥିଲି ଦିନେ

   ଆଜି ନ ପଚାରହି ମୋତେ କେହି

ସବୁଠୁ ଆଦର      ପିଲାଙ୍କର ଥିଲି

     ପାଠ ପଢିବାକୁ ଯାଆନ୍ତି ନେଇ 


 ଘରେ ଘରେ ମୋତ   ଜାଳୁଥିଲେ କେତେ

   ଆଜି ମୁଁ ଅଲୋଡ଼ା ପଡି ରହିଛି 

ନିଇତି ସନ୍ଧ୍ୟାରେ    ମୋ ପାଖେ ଆସନ୍ତି

      ସେହି ସ୍ମୃତି ମୋର ମନରେ ଅଛି  


 ନିଜେ ଜଳି ଜଳି      ଉପକାର କରେ

   ତିଳେ ବି ଦୁଃଖ ନ ଦେଖେ କାହାର

 ଖୁସି ଥାଏ ମୁହିଁ         ଅନ୍ୟର ସୁଖରେ

        ନାମଟି ଅଟଇ ଲଣ୍ଠନ ମୋର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics