STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଲକ୍ ଡାଉନ୍ ସଟ୍ ଡାଉନ୍

ଲକ୍ ଡାଉନ୍ ସଟ୍ ଡାଉନ୍

1 min
11.9K

  

  ଲକ୍ ଡାଉନ୍ ସଟ୍ ଡାଉନ୍

  କଣ୍ଟେନମେଣ୍ଟ ଜୋନ୍

  ରେଡି ଆମ ହସ୍ପିଟାଲ

  କ୍ବେରେନ୍ ଟାଇନ୍ ହୋମ୍

  ଡାଉନ୍ କରୋନା ଡାଉନ୍

  ମେଡ୍ ଇନ୍ ଚାଇନା ବମ୍


  ଆସିଛି ବିପଦ କେତେ

  ସବୁ ଆମେ ସହିଛୁ

  କରୋନା ଯୋଦ୍ଧାଙ୍କୁ ଆମ

  ସହଯୋଗ କରୁଛୁ

  ମାନୁ ଆମେ କଟକଣା 

  କରୋନା ହୋଇବ ବଣା

  ଦେଖି ଆମ ଦମ୍ ..


  ବାରବାର ହାତକୁତ

   ସଫା ଆମେ କରୁଛୁ

  ସାମାଜିକ ଦୂରତାକୁ

   ମାନି ଆମେ ଚଳୁଛୁ

   କରୋନା ମୁକ୍ତ ଭାରତ

   ଦେଖିବ ସାରା ଜଗତ

   ଏକତାର ଦମ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational