STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ଲେଉଟା ବନ୍ଧୁତ୍ଵ

ଲେଉଟା ବନ୍ଧୁତ୍ଵ

1 min
137


ବନ୍ଧୁତ୍ଵ ଚିରନ୍ତନ

ଶାଶ୍ବତ ଅନାବିଳ

ସ୍ନେହ ମମତାର 

ଅବିଛ୍ଛିନ୍ନ ଡୋରରେ 

   ବନ୍ଧା

ପରସ୍ପର ଅନାବିଳ

ମମତାର ରଜ୍ଜୁରେ ଛନ୍ଦା

ବନ୍ଧୁଙ୍କ ସହ ବାଣ୍ଟିହୁଏ

ତରଙ୍ଗାୟିତ ଭାବନା

ବିନା ଦିବ୍ଧାରେ କହି

ମନ ଗହନର ସବୁକଥା

କେବେ କାହାରି କଥା

ହୁଏନା ଅନ୍ଯଥା

ଯେତେ ଦୂରରେ ଥିଲେ

ବି ରହନ୍ତି ହୋଇ ଅଭୂଲା

ଦୁଇ ଜଣଙ୍କ ଭିତରେ 

କେବେ ମତାନ୍ତର ହୁଏନା

ଠିକ୍ କୃଷ୍ଣ ସୁଦାମ ପରି

ମହକିତ କାହାଣୀ ପରି

ଅସ୍ମରଣୀୟ ମହୁଝରା

ଅସରନ୍ତି ବନ୍ଧୁତ୍ବର ଗାଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational