STORYMIRROR

PUSPALATA SAHOO

Inspirational

3  

PUSPALATA SAHOO

Inspirational

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
170

ମୋ ଲେଖା ପଛର ପ୍ରେରଣା 

ହେଉଛ ତୁମେ ପ୍ରିୟା ମୋର 

ଲେଖିବାର ପ୍ରେରଣା ସତେ 

ଦେଇ ଥିଲା ତୁମ ଆଖି ଲୁହ 

ପ୍ରେରଣା ପାଇଛି ଆଜି ମୁଁ 

ପିତା ମାତା ଠାରୁ 

ଯାହା ହାତ ପରଶରେ 

ଶିଖି ଥିଲି ଚାଲି 

ପ୍ରେରଣା ଥିଲା ମୋ ପାଇଁ

 ପାଠକ ର ସମର୍ଥନ 

କେତେବେଳେ ତାଳି ଆଉ 

କେବେ ଗାଳି ର ପ୍ରହାର 

ଲେଖା ପଛର ପ୍ରେରଣା 

ମୋର ମୋ ମନ ପ୍ରିୟତମ 

ଜୀବନ ସାଥି ମୋର 

ଦେଇଥିଲା ଲେଖିବା ର 

ସାଥି ପ୍ରେରଣା 

ଲେଖି ଲେଖି ଦେଲି ମୋର 

ମନର ପ୍ରେରଣା ଉତ୍ସ

ସେ ପ୍ରେରଣା ଯୋଗାଇବ 

ମୋର ଲେଖିବା ର ସ୍ରୋତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational