ଲାଇନ୍ କଟ୍
ଲାଇନ୍ କଟ୍
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍
ଟିଭି ଦେଖି ମନୋରଞ୍ଜନ
କରିପାରୁ ନାହିଁ
ମନ ହେଉଛି ଛଟ୍ ପଟ୍
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍ ।
ସବୁ କାମ ଲାଇନ୍
ମାଧ୍ୟମରେ କରେ
ରୋଷେଇବି କରେ
ଅଳ୍ପ ସମୟରେ (ଓ ନୋ)
କେମିତି ନିଜକୁ
କରିବି ରିଲାକ୍ସ
ମୋବାଇଲ୍ ରେ ନାହିଁ
ଟିକିଏ ବି ଚାର୍ଜ୍
ଗୁଗଲ୍ ମିଟ୍ ମାଧ୍ୟମରେ ଥିଲା
ଆଜି ଅନ୍ ଲାଇନ୍ କ୍ଲାସ୍ ।
ଏ ଶିଶୁ ! ତିନି ମାସର
ମୋବାଇଲ୍ ରେ
ଗୀତ ଶୁଣିଲା ପରେ
ସେ ଶୋଇଯାଏ,
ଶୋଇଯାଏ ଶୋଇଯାଏ ଶାନ୍ତିରେ ।
ତା ଆଖିରେ ଆଜି ନିଦ ନାହିଁ
ଆ ଜହ୍ନ ମାମୁଁ ସରଗ ଶଶି ।
ନାନାବାୟା ଗୀତ
ଓରୋ ରୋ ରୋ ଗୀତ
ଯେତେ ଗାଇଲେ ବି
କାନ୍ଦୁଛି ଯେ କାନ୍ଦୁଛି ।
ଦେଖିଲେ ମୋ ଆଖିରୁ ଲୁହ ଝରୁଛି
ମତେ ଲାଗୁଛି ଭାରି କଷ୍ଟ
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍ ।
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍
ଟିଭି ଦେଖି ମନୋରଞ୍ଜନ
କରିପାରୁ ନାହିଁ
ମନ ହେଉଛି ଛଟ୍ ପଟ୍
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍ ।
ସବୁ କାମ ଲାଇନ୍
ମାଧ୍ୟମରେ କରେ
ରୋଷେଇ ବି କରେ
ଅଳ୍ପ ସମୟରେ (ଓ ନୋ) ।
କେମିତି ନିଜକୁ
କରିବି ରିଲାକ୍ସ
ମୋବାଇଲ୍ ରେ ନାହିଁ
ଟିକିଏ ବି ଚାର୍ଜ୍
ଗୁଗଲ୍ ମିଟ୍ ମାଧ୍ୟମେ ଥିଲା
ଆଜି ଅନ୍ ଲାଇନ୍ କ୍ଲାସ୍ ।
୧୫ ମିନିଟ୍ ବର୍ଷା ହେଲା
୧୨ ଘଣ୍ଟା ଲାଇନ୍ କଟ୍
ଟିଭି ଦେଖି ମନୋରଞ୍ଜନ
କରିପାରୁ ନାହିଁ
ମନ ହେଉଛି ଛଟ୍ ପଟ୍
ମନ ହେଉଛି ଛଟ୍ ପଟ୍ ।
