STORYMIRROR

Prabhanjana Tripathy

Romance Tragedy

3  

Prabhanjana Tripathy

Romance Tragedy

କଷ୍ଟ

କଷ୍ଟ

1 min
124


ରାତିକି" ଜାଣଇ ଜୀବନ ଯନ୍ତ୍ରଣା

ନିଦ କି" ଜାଣଇ ମନ

ଉଜାଗରେ ରହି ଆତ୍ମା ବିଳାପେ

ଜର୍ଜରିତ ହୁଏ ପ୍ରାଣ ll


ସହି"ସାଥି ହିନେ ବିଶାଳ ରଜନୀ

ନାନା କଷ୍ଟ ଦିଏ ପିଣ୍ଡେ

ପିଉସ ଅବୁଝା କେତେ ବୁଝାଇଲେ

ବୁଝି ତ ଯାଆନ୍ତା ଦଣ୍ଡେ ll


ଫେଣି ତୋଳି ନାଗ ଦଂଶନ କରଇ

ଜହର ଚଢଇ ଧିରେ

ଜହର ମୁଣ୍ଡକୁଗଣ୍ଡକୁ ଘୋଳାଏ

ନା ଜିଏଁ ନା ମରେ ll


ସ୍ବପ୍ନ ବି କିଆଁ ଆସିବ ଜାଗରେ

ଠିଆରେ ପୋଲକ ମେଲା

କି ଦୁର୍ଦ୍ଦଶା ଭୋଗ କରେ ନିତି

ବିହୀ କାପାଳରେ ଦେଲା ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance