STORYMIRROR

Srinibas Mahalik

Inspirational

2  

Srinibas Mahalik

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
13.5K


ଅଚେତ ବ୍ୟକ୍ତିଙ୍କୁ ପାଣି ପିଆନ୍ତୁନି

ମୃତ୍ୟୁ ହେବା ସୁନିଶ୍ଚିତ

ଦୁର୍ଘଟଣା ପରେ ଆହତଙ୍କୁ ପାଣି

ପିଆଇବା ନୁହେଁ ହିତ..

ରହୁ ସଭିଙ୍କର ଜ୍ଞାତ..

ଆହତ ବ୍ୟକ୍ତିଙ୍କୁ ଘେରି ଯାଆନ୍ତୁନି

ବାୟୁ କରୁ ଯାତାୟତ ।।

ଜାଣିବା ଉଚିତ୍ ଆହତଙ୍କ ପ୍ରତି

କର୍ତ୍ତବ୍ୟ ଆମର କ'ଣ

ନହେଲେ ଏଭଳି ଛୋଟ ଭୁଲ୍ ପାଇଁ

ଯାଇପାରେ ତାଙ୍କ ପ୍ରାଣ..

ଶୁଣ ସର୍ବସାଧାରଣ..

ଏଥି ପ୍ରତି ଟିକେ ଧ୍ୟାନ ଦିଆଯାଇ

କରାଯାଉ ଜାଗରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational