କୋଣାର୍କ
କୋଣାର୍କ


କୋଣାର୍କ
ହେ କୋଣାର୍କ ତୁମେ
ଓଡ଼ିଆ ଜାତିର ପ୍ରତୀକ
ତୁମରି ପୃଠରେ
ଚାରୁ ଚିତ୍ର କଳାର
ମହତ୍ତ୍ଵ ନିଦଶ୍ରନ ହୋଇଛି
ପ୍ରତି ପାଦିତ
କିଏ ସେହି ଶିଳ୍ପୀ ନିହାଣ ମୁନରେ ଆଙ୍କି ଯାଇଛି
ଜୀବନର ସ୍ନେହ ପ୍ରେମ
ତ୍ୟାଗ ର ମହନିୟ ଝଲକ
ପ୍ରସ୍ତର ଗାତ୍ରରେ ଅଙ୍କିତ
ହୋଇଛି ଅତୀତ ଗୌରବ
ରାଜୀର କୀର୍ତି
ନିଦଶ୍ରନ
ଏକ ଉଡ଼ନ୍ତା ରଥ ସଦୃଶ୍ୟ
ଛୁଇଁ ବକି ସତେ ନୀଳ ଗଗନ
ତୁମରି ରୂପ ମାଧୁଯ୍ଯରେ
ଏ ବିଶ୍ୱ ଆଜି ବମୋହିତ ଧରମାର ଗାଥା ଗୁଞାରିତ
ଆକର୍ଷିତ ହୋଇ ଆସନ୍ତି
ଦଶ୍ରକ
ତୁମେ ତ ଅବ୍ୟକ୍ତ
ବିଶୁ ମହାରଣା ର ଗାଥା
କରାଏ ଚକିତ