Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madan Mohan Panda

Inspirational

2  

Madan Mohan Panda

Inspirational

କଣ୍ଢେଇ

କଣ୍ଢେଇ

1 min
110



ହେ, ସ୍ଵପ୍ନ ସୁନ୍ଦରୀ !

ଖାଇବାନିଏ' ନିଷିଦ୍ଧ ଫଳମୁକ୍ତ ହେବା

ଜନ୍ମ ଯୌବନ ଜରା ମୃତ୍ୟୁରୁ

ରହିବା ଚିର କୁମାର ଓ ଚିରକୁମାରୀ !

ହେବନି ତୁମେ ରତିକ୍ଳାନ୍ତାନ'ଥିବ

ଆକାଂକ୍ଷା/ଆଶା/ଶୋଷ/ଭୋକନ'ଥିବ ଦାହ ଦେହର

ଏ'କଣ ସମ୍ଭବ ହେ, ଈଶ୍ୱର ?

ନଶ୍ଵର/ଚଳମାନ/କ୍ଷଣଭଙ୍ଗୁରତୁମ ସୃଷ୍ଟି ରେ !

ହେବ କି' କେବେ ପରିବର୍ତ୍ତନ ?

ଖେଳ ସବୁ ତୁମର କଣ୍ଢେଇ ଆମେ ସବୁତୁମ ହାତରେ !



Rate this content
Log in