କଣ୍ଢେଇ
କଣ୍ଢେଇ


ହେ, ସ୍ଵପ୍ନ ସୁନ୍ଦରୀ !
ଖାଇବାନିଏ' ନିଷିଦ୍ଧ ଫଳମୁକ୍ତ ହେବା
ଜନ୍ମ ଯୌବନ ଜରା ମୃତ୍ୟୁରୁ
ରହିବା ଚିର କୁମାର ଓ ଚିରକୁମାରୀ !
ହେବନି ତୁମେ ରତିକ୍ଳାନ୍ତାନ'ଥିବ
ଆକାଂକ୍ଷା/ଆଶା/ଶୋଷ/ଭୋକନ'ଥିବ ଦାହ ଦେହର
ଏ'କଣ ସମ୍ଭବ ହେ, ଈଶ୍ୱର ?
ନଶ୍ଵର/ଚଳମାନ/କ୍ଷଣଭଙ୍ଗୁରତୁମ ସୃଷ୍ଟି ରେ !
ହେବ କି' କେବେ ପରିବର୍ତ୍ତନ ?
ଖେଳ ସବୁ ତୁମର କଣ୍ଢେଇ ଆମେ ସବୁତୁମ ହାତରେ !