STORYMIRROR

Arabinda Mishra

Abstract

3  

Arabinda Mishra

Abstract

କଳିଯୁଗର କଥା

କଳିଯୁଗର କଥା

1 min
339

ଭାଙ୍ଗି ପଡିଥିବା କବାଟ 

ଚୋର ଜଗିଥିଲା ବେଳେ

ଭାଙ୍ଗିଥାଏ ଏଠି କୋଲପ

ଟଙ୍ଗା ହେଇଥିବା ଫୋଟ 

ପୂଜା ହେଉଥାଏ ଧୂପରେ

ଘରେ ବୁଢାବୁଢି ପ୍ରଳାପ


ଚାଷ କଲାବୋଲି ପୁଅ

ତାକୁ ଦିଅନାହିଁ ଝିଅ

ଭୋକହେଲେ କିନ୍ତୁ ଖାଇବ

ପୂଜା କରିବାକୁ ଦିଁଅ

ଆଉ ମିଳିବନି ଘିଅ

ପ୍ଲାଷ୍ଟିକ ବାସରେ ଠକିବ


ରଙ୍ଗ ସଭିଙ୍କୁ ସୁନ୍ଦର

ବୋଳି ହୁଏନାହିଁ ମନରେ

କହି ହଉଥାଅ ସଫା

ମିଛ ସବୁବେଳେ ଅନ୍ଧାର

ଆଲୋକ କିନ୍ତୁ ସତରେ

ସମୟ ଲଗାଏ ଦଫା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Abstract