Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anup kumar

Drama

4.3  

Anup kumar

Drama

କିଛି ସ୍ମୃତି

କିଛି ସ୍ମୃତି

1 min
220


ପୃଥିବୀ ଆକାଶ ଦୁହେଁଯାକ ଥିଲେ ତୃଷାର୍ତ୍ତ

ଅଲୌକିକ ଅଦ୍ଭୁତ ଥିଲା ମିଳନ ମୁହୂର୍ତ୍ତ ।

          

 ପ୍ରଥମେ ହୋଇଥିଲା କିଛି ଭୁଲ ବୁଝାମଣା

 ତାପରେ ସମ୍ପର୍କରେ ଘଟିଥିଲା ଦୁର୍ଘଟଣା ।

          

 ଋତୁ ବଦଳିଲା ଆଉ ହେଲା ଖାଲି ପ୍ରଳୟ

 ଅପେକ୍ଷା ଥିଲା କାଳେ ଅଟକିଯିବ ସମୟ ।

          

ନିର୍ଦ୍ଦୋଷ ଥିଲି ଲଢିବାର ନଥିଲା ସାହସ

ପ୍ରଭୁଙ୍କ ଉପରେ ଆଜିବି ରହିଛି ବିଶ୍ବାସ ।

          


Rate this content
Log in

Similar oriya poem from Drama