STORYMIRROR

Dharmaraj Mahamallik

Fantasy

3  

Dharmaraj Mahamallik

Fantasy

କିଛି ସ୍ୱପ୍ନ ରାତି ଚୋରାଏ

କିଛି ସ୍ୱପ୍ନ ରାତି ଚୋରାଏ

1 min
162

ମନ ରେ ଖେଳାଇ ନିଶା

ମନକୁ କରୁ ଆନ୍ଦୋଳିତ   ।।

କି'ଉପାଦାନ ରେ ଗଢା ତୁ ରେ ସ୍ୱପ୍ନ

ରାତିରେ ଉପସ୍ଥିତ ରହି ମନକୁ କରୁ ଭ୍ରମିତ ।।

ରଜନୀର ମଧ୍ୟେ ଆସି

କବାଟ ବାଡେଇ କରୁ ଚିତ୍କାର  ।।

କେବେ ଭଲ ତ କେବେ ମନ୍ଦ

ଦର୍ଶନଲବ୍ଧୀ କରାଉ ତୋର ଭିନ୍ନରୂପୀ ଅବତାର ।।

ଗ୍ଳାନି ଜ୍ବାଳା ରେ ଜର୍ଜରିତ ତନୁକୁ

ଯେବେ ଦିଏ ମୁଁ ବିଶ୍ରାମ

ସେଇ କିଛି ସ୍ୱପ୍ନ ଯିଏ ରାତି ଚୋରାଏ ।।

ସିଏ କ'ଣ ଆଉ ସେ ନିଦ ଫେରଏ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy