STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ଭିଡ଼ ଭିତରେ ଖୋଜି ବୁଲୁଥିଲି

ଭିଡ଼ ଭିତରେ ଖୋଜି ବୁଲୁଥିଲି

1 min
260

ଜଗତ ଭିଡେ ଖୋଜି ବୁଲୁଥିଲି

ସମୟର ହାତ ଧରି

ଅଜ୍ଞାତେ କିଏ ତ' ଡାକୁଛି

ମତେ ହାତ ଠାରି ।।

ଏପଟ ସେପଟ ଖୋଜି ଖୋଜି

ଗଲିଣି ମୁଁ ଥକି

ନିସ୍ତେଜ ହେଲାଣି ଆଖି

ପଛକୁ ଫେରି ଚାହିଁଲା ବେଳକୁ

ପଛପଟେ ଆସି ରହିଛି ମତେ ଜଗି ।।

ଭିଡ଼ ଭିତରେ ଖୋଜି ବୁଲୁଥିଲି

ଅଜ୍ଞାତେ ଲୁଚି ଛପି

ଲାଗୁଛି ଯାହା,ସିଏ ଦେଖୁଛି ମତେ

ପାରୁନି ମୁଁ ତାକୁ ଦେଖି 

ଜଗତ ଭିଡେ଼ ଖୋଜି ବୁଲୁଛି

ବୁଜିବା ଯାଏ ଆଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍