STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ମୌସୁମୀ

ମୌସୁମୀ

1 min
382

ଅଟେ ସେ କ୍ଲାନ୍ତ 

କେତେ ଯେ ଅତିକ୍ରମ କରିଛି

ସେ ପଥ 

ଖୁସିର ବାର୍ତ୍ତାଵହ ସେ

ସୁଖ ସହ ଲିପ୍ତ

ଧାଉଁଛି ସେ ଅନବରତ

ହାହାକାର ଭରା

ମାଟି ଆଜି ଅପେକ୍ଷାରତ

ଢାଳି ଦେ ତୋ ପୀୟୁଷ

ନା ହେବ ସେ ନଷ୍ଟ

ନା ହେବ ବ୍ୟର୍ଥ 

ଶୂନ୍ୟତାରେ ଭରା

ଏହି ଧରା ପୃଷ୍ଠ

କେତେ ଯେ ଜୀବନ୍ତ

କେତେ ଯେ ମୃତ

ଆସି ତୁ ଗଲୁଣି

ଶ୍ରାବଣୀକୁ ଘେନି

ଦେଖା ଲୋ ତୋ ପ୍ରକୋପ

ମା ଲୋ ମୌସୁମୀ ରୂପେ ତୁ ଖ୍ୟାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍