STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ଜୀବନ୍ତ ସ୍ୱପ୍ନ

ଜୀବନ୍ତ ସ୍ୱପ୍ନ

1 min
144

ବିଚ୍ଛୁରିତ ଇଚ୍ଛା ର ସମାହାର

ଆବେଗମୟ ଜୀବନ ର ପ୍ରହାର

ଶର୍ବରୀ ମଧ୍ୟେ ସ୍ୱପ୍ନ କରେ ଚିତ୍କାର

ଜୀବନ୍ତ ଅବା ମୃତ ମୋ କଳେବର 

ସମ୍ମୋହନୀ ନେତ୍ରେ ଅଦୃଶ୍ୟ ପ୍ରାଚୀର

କେତେ ଯେ ଆଶା ଦିଶେ ଅଗଭୀର  ।।

ପ୍ରଦୋଷର ପ୍ରସ୍ଥାନେ

ନିଶାଥିନୀର ଆଗମନେ

ଜୀମୂତ ର ଫାଙ୍କରେ

ଚନ୍ଦ୍ରର କିରଣେ

ସ୍ୱପ୍ନ ଆଜି ଚମକେ

ଉଷାର ଆଗମନେ

ଶୀତଳ ସ୍ପର୍ଶ ନେଇ

ନିଦ ସହ ଝୁଣ୍ଟାଏ ।।

ଅଭିଳାଷର ଅଭିଳାଷେ

ଯାମିନୀର ସ୍ପର୍ଶେ

ସ୍ୱପ୍ନ ଆଜି ଫୁଟେ 

କେତେ ଯେ ମୃତ 

ଜୀବନ୍ତ ମାତ୍ର ଗୋଟେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍