STORYMIRROR

Puja Badi

Action

3  

Puja Badi

Action

କି ପ୍ରେମ

କି ପ୍ରେମ

1 min
118


ଚନ୍ଦ୍ରମାକୁ ଛାଡି ଆକାଶରେ ମୁଁ

ତମକୁ ପାଇବା ପରେ,

ତମ ପ୍ରିୟ ହୋଇ ରହି ବାକୁ ଚାହେଁ

ସରଗରୁ ମାଟିକୁ ଛୁଇଁବା ଯାଏଁ |


      ମୁକୁତାକୁ ବି ଶାମୁକା ଦେହରେ ଛାଡ଼ିଲି 

      ସାଗର ଗର୍ଭରେ ମୁଁ ଡେଇଁ,

      ତମ ପାଇଁ ମୁଁ ସାଜୁଛି ରାଣୀ

      ଭ୍ରମରକୁ ଫୁଲ ସେଜରେ ଦେଇ |


ପଦ୍ମ ଅଛି ସୂର୍ଯ୍ୟ କିରଣ ସମୀପେ

କାଦୁଅରୁ ଉତ୍ପର୍ନ ସେ ହୋଇ ,

ଜୀବନକୁ ମୁଁ ତମ ମହାକାଇ ଦେବି

ହୋଇ ପଦ୍ମ କାଦୁଅ ପରି |

  

       ନିଦକୁ ଛାଡି ସ୍ଵପ୍ନ ପୁରରେ ମୁଁ 

       ତମକୁ ମୁଁ ଭଲ ପାଇଛି,

       ଭାବନାକୁ ଛାଡି ସ୍ମୃତି ସହରରେ

       ତମକୁ ଯେ ନିଜର କରିଛି |


ମନ କଥା ମନକୁ ଜଣା

ସେ ଅଛି ଅମାନିଆ ପୁରେ,

ସମୟକୁ ଦେଖି କହୁଛି

ଯୌବନ ହଜେଇଲି ତମ ସୁଅରେ |


        


Rate this content
Log in

Similar oriya poem from Action