STORYMIRROR

shmitaa mohanty

Tragedy

3  

shmitaa mohanty

Tragedy

କହିବାର ଥିଲା ଯାହା

କହିବାର ଥିଲା ଯାହା

1 min
319

ତୁମେ କେବେ ମୋତେ ବୁଝିବାକୁ

ମୋ ଦରଦ ବାଣ୍ଟି ମୋତେ କୋଳେଇ ନେଇନ

ମୋ ଅନ୍ତର କାନ୍ଦିଲେ ବି ଏକା ହୋଇ ରହି ଯାଏ

କାହାକୁ କହି ପାରେନା ,କି ସହି ମଧ୍ୟ ପାରେନା

ସମସ୍ତେ ବୁଝି ବି ଅବୁଝା ହେବାର ନାଟକ କରନ୍ତି

କହିବାର ଥିଲା ଯାହା ନିର୍ଦ୍ବନ୍ଦରେ କହିଥିଲି

ତଥାପି ତୁମ ନିରବ ହୋଇ ଏକୁଟିଆ କରିଦେଲ

ଅଭିଯୋଗ ଅଭିମାନ କରିନାହିଁ

ପାଶୋରି ବି ଦେଇନି

କେବଳ ମନର ଭାବନାକୁ ବ୍ୟକ୍ତ କରିଥିଲି

ଆପଣା ଭାବି କହିଥିଲି କହିବାର ଥିଲା ଯାହା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy