STORYMIRROR

Sasmita Acharya

Romance

2  

Sasmita Acharya

Romance

କେତେ ଥର ଭାବିଛି

କେତେ ଥର ଭାବିଛି

1 min
2.9K


କେତେ ଥର ଭାବିଛି

ତୋ ମାୟାର କୁହୁକ ପାଶରୁ

ନିଜକୁ ମୁକ୍ତ କରିବି

ଯେତେ ଥର ଦୂରକୁ ଯାଉଛି

ସେତେଥର ତୋ ବନ୍ଧନରେ

ବାନ୍ଧି ହେଉଛି

ନା ମୁକ୍ତି ଅଛି

ନା ପ୍ରାପ୍ତି ଅଛି

ଖାଲି ଯାହା ମୋହରେ

ଧନ୍ଦି ହେଉଛି ………||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance