STORYMIRROR

Sukanti Hotta

Tragedy

3  

Sukanti Hotta

Tragedy

କେମନ୍ତେ ସହୁଛ

କେମନ୍ତେ ସହୁଛ

1 min
115

ଦଣ୍ଡ ଦିଅ ନାହିଁ ପ୍ରଭୁହେ

ହୃଦ ବିଦାରି ଯାଏ

ଶହଶହ ଶବ ଭୂମିରେ

ନିତି ପଡି ଶୁଏ

ସାରା ବିଶ୍ୱବାସୀ କାନ୍ଦନ୍ତି

ଏହି ଦୃଶ୍ୟ ଦେଖିଣ

କେମନ୍ତେ ସହୁଛ ପ୍ରଭୁ ହେ

କର ଦୁଃଖ ଖଣ୍ଡନ

ସନ୍ଥ ପାଳନ ହରି ହେ

କର ଦୁଃଖ ଭଞ୍ଜନ

କରୋନା କବଳୁ ଉଦ୍ଧାର

ହେ ଆର୍ତ୍ତ ତାରଣ

ବୁଦ୍ଧି ଶୂନ୍ୟ ହୋଇଗଲାଣି

ତୁମ ସୃଷ୍ଟିକୁ ଦେଖି

ଦୟାମୟ ଦୟା କରିଲେ

ଆମେ ହୋଇବୁ ସୁଖୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy