STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

କବିତା ପ୍ରୀତି

କବିତା ପ୍ରୀତି

1 min
390



ମାର୍ମିକ ଭାଷା ଅଭିବ୍ୟକ୍ତି 

ନିର୍ଭେଜାଲ ପ୍ରେମ ପରିଣତି 

ଏସବୁ କବିତାରେ ଲେଖି ପଂକ୍ତି 

ଅବୁଝା ମନକୁ ବୁଝେଇ ନିତିପ୍ରତି 

ଖୋଜୁଥାଏ ସଂସ୍କୃତି ଓ ସଦ୍ଭାବନା ପ୍ରୀତି 

ମିଳିବନି ଜାଣି ଚଳିବାକୁ ହୁଏ ମୁଣ୍ଡ ପୋତି 

ଶୁଣେ ଅନିଦ୍ରାର ଗୋଟେ କାଳରାତ୍ରୀ 

କବିତା ଲେଖିବା ଆସେନି ଯଦିଓ ଲେଖେ ନିତି 

ପୁରାତନରେ ନୂତନତା ବଢ଼ାଇ ନୂଆ ସଂସ୍କୃତି 

ଆଣୁ ଆଣୁ କିଏ ପେଣ୍ଡୁପରି ଗୋଲ ସ୍ଥିତି 

କିଏ ପେଣ୍ଡୁଲମ ପରି ବାଜେ ମଧ୍ୟରାତ୍ରୀ 

ଜୀଵନ ଯଦିଓ ନିର୍ଭେଜାଲ ନୁହେଁ ସୃତି 

ତଥାପି ଶବ୍ଦ ସଙ୍ଗେ ଭାବାର୍ଥ ପ୍ରେମ ପ୍ରୀତି 

ବିଶ୍ୱାସ ରଖି ନିଶ୍ୱାସ ନିଏ ନିତି 

କିଏ କଣ କହୁ ନାହିଁ ଡର ଭୟ ଭ୍ରାନ୍ତି 

ଶୀତ ଗୀତ ପରି ଖରା ଝାଞ୍ଜି 

ନିସ୍କୃତିରେ ଦିନରାତି


Rate this content
Log in

Similar oriya poem from Abstract