Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

କାଇଦା ଜୀବନକୁ ସୁଖରେ ବିତେଇବାର

କାଇଦା ଜୀବନକୁ ସୁଖରେ ବିତେଇବାର

1 min
312


ଅଟଇ ମାନବ ସର୍ଜନାରେ ଶ୍ରେଷ୍ଠ  

ମମତା କରୁଣା ତ୍ଯାଗ ଗୁଣ ବିଶିଷ୍ଠ ।


ଅଟେ ମୁଖ୍ୟଧର୍ମ, ପ୍ରାଣୀର କଲ୍ଯାଣ  

ହେଲେ ନିଷ୍ଠୁର, ପଶୁ ସଂଗେ ସମାନ ।


ଝଡ ଝଂଜା ସହି ନହୁଡେ ସେ ପଥ, ଯିଏ

ସମାଜ, ସେ ବ୍ୟକ୍ତିକୁ ମହାନ୍ ଆଖ୍ୟା ଦିଏ ।


ମହାନ୍ ନାମ ଦେଇ ତା ପୂଜା କରିଥାଏ

ନିଜେ ସେ ପଥେ ଯାଇ ପାରିବନି ଭାବୁଥାଏ ।


ଭୁଲିଯାଏ ସେଇ ପଥ ବ୍ରତ ମଣିଷ ଜୀବନର

ଯନ୍ତ୍ରଣା ବଦଳେ ଖୁସି, ହସ ଭରିଦିଏ ବଦନର ।


ହେଜ ମନେ, ପ୍ରାଣୀର କଲ୍ଯାଣ ଧରମର ସାର

ବଂଚି ରହିଥିବା ପର୍ଯ୍ୟନ୍ତ, ସେବାରେ ନିଜକୁ 

ଉତ୍ସର୍ଗ କର ।


ଏଇ ତ କାଇଦା ଜୀବନକୁ ସୁଖରେ ବିତେଇବାର 

ଶୋଷି ଅନ୍ୟ ଶ୍ରମକୁ, କେତେଦିନ ଲୁଚାଇବ ମିଛ

ହସ ତୁମ ଓଠର  ।


Rate this content
Log in

Similar oriya poem from Abstract