STORYMIRROR

Ramesh Chandra Swain

Romance

2  

Ramesh Chandra Swain

Romance

କବି ଆଉ କବିତା

କବି ଆଉ କବିତା

1 min
84

କବିର କଲମ ସୁଦୃଢ଼ ବଲମ୍

କବି ସଦା ଯୁଗ ଜୟୀ

କବିତା   ରାଣୀର ପ୍ରେମ ସୁହାଗରେ

କବି ସଦା ହସୁଥାଇ।


ନିିଶବ୍ଦ ରାତିି ରେ କବିତା ଛାତିରେ

ଯନ୍ତ୍ରଣାର କଥା ବ୍ୟଥା

ସରଗ ର ଚାନ୍ଦ ମର୍ତ୍ତ୍ୟର କୁମୁଦ 

ଦିିିଏ  ଅମୃତର ସତ୍ତ।


ମରୁ ନଦୀରେ ବନ୍ୟା କରଇ

ସାଗରେ ଶୋଭାାମନ୍ଦିର

ଭିିିିକାରି ହୁଅଇ ରାଜାଧୀରାଜ

ରାଜା ହୁଅଇ ଫକିର। 


Rate this content
Log in

Similar oriya poem from Romance