STORYMIRROR

Ramesh Chandra Swain

Romance

3  

Ramesh Chandra Swain

Romance

ଛାଡେନା ସେ ରଙ୍ଗ

ଛାଡେନା ସେ ରଙ୍ଗ

1 min
206

ରଙ୍ଗ ଭରା ଏଇ ଜୀବନଟା ସାରା

ରଙ୍ଗୀନର ଖେଳ ଘର

ରଙ୍ଗ ରଙ୍ଗରେ କେତେ ଅଭିମାନ

ଯନ୍ତ୍ରଣାର ପାରାବାର।


ଜନ୍ମରୁ ମୃତ୍ୟୁ ରଙ୍ଗର ବେଭାର

କେବେ ରଙ୍ଗ ଛାଡେ ନାହିଁ

ମାଆ ପ୍ରେମ ତ୍ୟାଗର ରଙ୍ଗ

ସେ ରଙ୍ଗ ଛାଡ଼ିବ ନାହିଁଁ।


ପ୍ରିୟାର ରଙ୍ଗ ଭାରି ବହଳିଆ

ରଙ୍ଗୀନ ବଳୟ ଘର

ଯେତେ ମାଖୁ ଥିଲେ କେବେ ଶେଷ ନାହିଁ

ମନରେ ତୋଳେ ମନ୍ଦିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance