STORYMIRROR

Ramesh Chandra Swain

Tragedy

2  

Ramesh Chandra Swain

Tragedy

ମୁଁ ସେଇ ନାରୀ

ମୁଁ ସେଇ ନାରୀ

1 min
69

ଜନନୀ ଜାୟୂ ଭଗିନୀର ମାୟା

ଶକ୍ତିରେ ମୁଁ ଉଦଭାସିତ 

ସବୁୁ ତ୍ୟାଗ କଲିି ମହାଦାନୀ ହେଲି

ସଦା ଅମୃତର ସ୍ରୋତ।

ସୀତା ସାବିତ୍ରୀ ସୈବ୍ୟା ଦମୟନ୍ତିି ସ୍ଵ୍ବାମୀ ସୋହା ଗିନି

ହେଲି, ସ୍ଵାମୀଙ୍କ ନିମନ୍ତେ ଅକୁହା ଯନ୍ତ୍ରଣା

ପଥରରେ ହିଁ ଗଲି।

ସଂଜରୁ ସକାଳ ଯନ୍ତ୍ରଣାରେ ଚୁକ୍ତି  ଖାସ୍

ମୋ ସଂସାର ହସିବ ବୋଲି।

ଦୁହିତା ଜନମ ଦୁଇକୂଳ ହିତା

ସବୁୁ ଦୁଃଖସୁଖ ପିଇ ମୁଁଁ ଥାଏ,

ନାରୀ ମୁଁ କାହାର ଅରି ନୁହେଁ

ତଥାପିି ଯନ୍ତ୍ରଣାରେ ଜଳୁଥାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy