STORYMIRROR

Karttik Sethi

Children

3  

Karttik Sethi

Children

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
12.9K


  କାଳିଆ ସାଆନ୍ତ

    *****************

କାଳିଆ ସାଆନ୍ତ    ପାଖକୁ ଆସନ୍ତ

       ହସି ପଦେ କଥା କହନ୍ତ

ଶରଧା ଚକୁଳି     ପିଠା ସରପୁଳି

      ନାଲିଆ ପାଟିରେ ଖାଆନ୍ତ ।।

 

ଆମ ବାରିପଟେ  ଜାମୁକୋଳି ଗଛେ

      ଚଢିଲେ ମୁୁୁଁ  ତଳୁ  ଦେଖନ୍ତ

ଅତି ସୁଆଦିଆ     ବଡ ବଡ କୋଳି

     ବାଛି ବାଛି ସତେ ଖାଆନ୍ତ ।।

 

ମନୁଆଁ ଠାକୁର    ଭାବେ ତୁମ ରଙ୍ଗ

     ମିଠା କେତେ ତୁମେ ଜାଣନ୍ତ

ଦର୍ପଣ ଦିଅନ୍ତି    ଦେଖିବାକୁ ମୁହିଁ 

      ଅଗଣା ରେ ଟିକେ ହସନ୍ତ ।।

 

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children