STORYMIRROR

Karttik Sethi

Fantasy Comedy

2  

Karttik Sethi

Fantasy Comedy

"ଆତ୍ମହତ୍ୟା "

"ଆତ୍ମହତ୍ୟା "

1 min
2.6K


 

 

     ଆତ୍ମହତ୍ୟା

               

ଦୋଷ ଦେଇଥାଉଁ   ଆତ୍ମହତ୍ୟା କଲେ

      ଶାସ୍ତ୍ର କହେ ମହାପାପ 

ସହିବାର ସୀମା    ପାରିଗଲେ ପ୍ରାଣୀ

      ମୃତ୍ୟୁ ର କରଇ ଜପ ।।

 

 ଆପାତକାଳୀନ      ଛୁଟି ଦରଖାସ୍ତ

       ନେଇ   ଜଗତରୁ ବିଦା

ପ୍ରେତ ହୋଇ ଭାଇ     ବହୁକାଳ ଧରି

       ବୁଲିବାରେ ନାହିଁ ବାଧା ।।

 

ବାକି ଯେତେ ଆମେ  ଭଦ୍ରବ୍ୟକ୍ତି ଗଣ

       ହସି  ନେଉଥାଉଁ  ମଜା

ତିଳ ତିଳ କରି     ସମୟ   ହାଣୁଚେ   

      ଭୋଗିବା ନାଇଁ କି ସଜା ??

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy