Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tamalati Nag

Abstract Action Inspirational

3  

Tamalati Nag

Abstract Action Inspirational

କାହିଁକି ?

କାହିଁକି ?

1 min
162


ଜନମ ଦେଲୁ କାହିଁକି,

ମରଣ ଦେଲୁ କାହିଁକି|


ଦୁଃଖ ଦେଲୁ କାହିଁକି,

ସୁଖ ଦେଲୁ କାହିଁକି|


 ବଡ କଲୁ କାହିଁକି,

ସହନ ଶକ୍ତି ଦେଲୁ କାହିଁକି|


ଜୀବନ ଦେଲୁ କାହିଁକି,

ସଂଘର୍ଷ ଦେଲୁ କାହିଁକି|


ଫୁଲ କୁ ଜନ୍ମ ଦେଲୁ କାହିଁକି,

ତାକୁ ମାରିଲୁ କାହିଁକି|


ଧନୀ କାହିଁକି କଲୁ,

ଗରିବ କାହିଁକି କଲୁ|


ସାଧୁ କାହିଁକି ବନେଇଲୁ,

ଠକ କାହିଁକି ବନେଇଲୁ|


ସ୍ୱର୍ଗ କାହିଁକି କଲୁ,

ପାତାଳ କାହିଁକି କଲୁ|


ରାକ୍ଷାସ କଣ ପାଇଁ ବନେଇଲୁ,

ଆଉ ତାକୁ ସଂହାର କରିବାପାଇଁ ଦେବତା କଣ ପାଇଁ ବନେଇଲୁ|


ଯାହା କରୁଚୁ ବିଧାତା,

ତୁହି ଜାଣୁ କଣ ରଚୁଛୁ ତୁହି|








Rate this content
Log in

Similar oriya poem from Abstract