Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Comedy

3  

PRABHAS KUMAR MOHAPATRA

Comedy

କାହାକୁ କହିବା କୁହ

କାହାକୁ କହିବା କୁହ

1 min
230


ପିଲା ଦିନେ ମୁହିଁ ପାଠ ପଢି ଥିଲି

ମିଛ କୁହା ମହା ପାପ l

ଆଜିମୁଁ ଦେଖୁଛି ସତତ କହିବା

ଦୁନିଆରେ ବଡ଼ ପାପ

କାହାକୁ କହିବା କୁହ

ଆଜିତ ଦେଖୁଛି ସତଯେ କହୁଛି

ଶତ୍ରୁ ଭାବେ ହୁଏ ଗଣା l

ପାଗଳ ଭାବରେ ହୁଏ ପରିଚିତ

କରନ୍ତି ସଭିଏଁ ଘୃଣା

କାହାକୁ କହିବା କୁହ l

ମିଛଯେ କହୁଛି ସବୁଠି ହସୁଛି

ହୋଇଣ ଯେ ସୁନା ମୁଣ୍ଢା l

ମିଛଟା ତାହାର ସତ ଲାଗେ ସର୍ବେ

ସତକୁହା ସାଜେ ହୁଣ୍ଡା

କାହାକୁ କହିବା କୁହ l

ସତ କୁହା ଏଠି ବୋକା ସାଜି ଯାଏ

ଚାଲାକ ସାଜେ ମିଛୁଆ l

ଚୁଗୁଲି ଯେତକ କରନ୍ତି ତ ଏଠି

ସାଜନ୍ତି ଏଠି ସାଧୁଆ

କାହାକୁ କହିବା କୁହ l


Rate this content
Log in

Similar oriya poem from Comedy