STORYMIRROR

Sunanda Mohanty

Romance

1  

Sunanda Mohanty

Romance

କାଦମ୍ବିନୀ (3)

କାଦମ୍ବିନୀ (3)

1 min
92

କାଦମ୍ବିନୀ,

ସତ କହୁଛି ମୁଁ ସଖି ତମ ରଙ୍ଗର ନିଆରା ପଶରା ରେ,

ତମ ଛନ୍ଦ ର ପଲାଶ ହାତଠାରେ,

ମୁଁ ବିଭୋର ହୁଏ।

କିଛି ନକହି ବି ଅଶ୍ରୁ କଥା କହେ,

ଆଉ କିଛି ଲେଖି ଦେଲେ ମନ ହାଲକା ହୁଏ,

ତମ ଛଡା ଅନୁଭବି ଆଉ କିଏ?

କଥାରେ ଚାତୁରୀ,

ଶ୍ରଦ୍ଧା ରେ ବତୁରି ନିତି ନିତି କେତେ ମରୁଥାଏ।

ବିଜ୍ଞାପନ ନୁହେଁ ଆତ୍ମଜ୍ଞାନ ଯାର ଥାଏ,

ତା ଠାରୁ ବେଶୀ ସୁଖୀ କୁହନା କିଏ,

ତମେ ହସୁଥାଅ ଏମିତି ଅନେକ ରେ ଏକ ହୋଇ,

ମୁଁ ମଲା ଯାଏଁ ଦେଖୁଥାଏ। 


 କ୍ରମଶଃ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance