STORYMIRROR

Saroj Kumar Jena

Abstract

2  

Saroj Kumar Jena

Abstract

ଜୟ ମାଆ ସରସ୍ଵତୀ

ଜୟ ମାଆ ସରସ୍ଵତୀ

1 min
195

  ତୁହି ଶ୍ଵେତାଙ୍ଗିନୀ ତୁହି ସୌଦାମିନୀ

ତୁହି ମା ସ୍ରଷ୍ଟାରୂପିଣୀ

ତୋତେ ସୁମରିଣୀ ମୂର୍ଖ ହୁଏ ଜ୍ଞାନୀ

ତୁହି ମାଆ ବୀଣାପାଣି    

ଧିରେ ଯାଏ ଶୀତ ଆସେଯେ ବସନ୍ତ

ବହେ ମଳୟ ପବନ

ବସନ୍ତ ପଞ୍ଚମୀ ସର୍ବେ ଏଠି ଝୁମି

ମା ଙ୍କୁ କରନ୍ତି ଦର୍ଶନ

କବି ଲେଖେ ଭାବି ସାହା ମା ବାଗ୍ଦେବୀ

ଶବ୍ଦ ଖଞ୍ଜି ଦିଅ ନିତି

ହୁଅନ୍ତୁ ଉନ୍ନତି କଳାକାର ଏଠି

ସାହା ହୁଅ ସରସ୍ଵତୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract