STORYMIRROR

Ajita Mishra

Inspirational Others

2  

Ajita Mishra

Inspirational Others

ଜରା

ଜରା

1 min
154

ଜରା ଆସିଛି...ଆସୁ


ଧୁଡ଼ୁଧୁଡ଼ୁ ଚମଧରି


ଧବଳ ମଥାରେ ମୋର


ଝୋଟସମ କେଶ ଭରି,


ଜରା ହସୁଛି...ହସୁ


ନାହିଁ ମୋର ଡର କିଛି


ପୁଅ ମୋର ଆଶାବାଡ଼ି


ପାଖରେ ବସିଛି,


ଜୀବନ ଟା ଶେଷ ହେବାଯାଏଁ


ମୋ ସହ ଥିବା ସିଏ କଥାଦେଇଛି


ଧବଳ ଭ୍ରୁଲତା ରେ ମତେ


ଜରା ଇସାରା କରୁଛି,


ଆଶାବାଡ଼ି ହାତରେ ମୁଁ


ଜାବୁଡ଼ି  ଧରିଛି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational