Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

2  

Saroj Kumar Jena

Inspirational

ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ

1 min
225



କରିବା ପାଳନ ଦେଶବାସୀ ଗଣ 

   ଜନତା କର୍ଫ୍ୟୁ ନିୟମ ,

ଆସଗୋ ମାନିବା ଜନତା ଜାଗିବା 

  ମୋଦୀଙ୍କ ବଢ଼ୁ ସୁନାମ ।

ଚଉଦଟି ଘଣ୍ଟା ଦରଜା ନ ଫିଟା 

   ରହିବା ଗୃହ ମଧ୍ୟରେ ,

ଏହାକୁ ମାନିଲେ ରହିବାଟି ଭଲେ 

   ଭାବନ୍ତୁ ଚିତ୍ତ ମନରେ ।

ନ ପାଇଲେ ସ୍ପର୍ଶ ହୋଇଯିବ ହ୍ରାସ 

  କରୋନାର ସେ ଭୂତାଣୁ ,

ବାୟୁ ମଣ୍ଡଳରେ ବାର ଘଣ୍ଟା ପରେ 

   ଆପେ ମରେ ତାର ଅଣୁ ।

ସେଥି ପାଇଁ ଆଜି ହୋଇ ସର୍ବେ ରାଜି 

   ଏହାକୁ କର ପାଳନ ,

କରିଲେ ପାଳନ ସର୍ବେ ଏଠି ଜାଣ 

  ନ ହୋଇବ ସଂକ୍ରମଣ ।


( ଏହା ଏକ ସଚେତନ ଧର୍ମୀ କବିତା )   


Rate this content
Log in

Similar oriya poem from Inspirational