Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4.5  

Nilamani Thapa

Inspirational Others

ଏଇତ ବନ୍ଧନ

ଏଇତ ବନ୍ଧନ

1 min
389



ସ୍ବାମୀ ସ୍ତ୍ରୀ ପରା ଯୁଗଳ ମୂରତୀ

ଜନ୍ମ ଜନ୍ମାନ୍ତ ର ସାଥୀ

ଦୁହେଁ ଦୁହିଁଙ୍କ ପରି ପୁରକ ଯେ

ପବିତ୍ର ବନ୍ଧନ ସାଥୀ ।


ଆସୁ ପଛେ ଯେତେ ଅଦିନିଆ ଝଡ

ନ ଦିଅନ୍ତି ପଛଘୁଞ୍ଚା

ଏ ମିଳନ ଅଟେ ପ୍ରେମ ର ବନ୍ଧନ

ସର୍ବଦା ଅଟେ ପୂଜନିଆ ।


ଅମୃତ ତୁଲ୍ୟ ଏହି ଜୀବନ ଟା ଗଢା

ସବୁ ଠାରେ ଶକ୍ତିମାନ

ପ୍ରଭୁଙ୍କ ର ଦେୟ ଏ ଅବଦାନ ଅଟେ

ସବୁ ଠାରେ ଦୃଷ୍ଯମାନ।


ଦୁଇ ବନ୍ଧୁ ଙ୍କର ଘନିଷ୍ଠ ତା ଭାବରେ

ଥାଏ ପରା ଭକ୍ତି ପ୍ରିତି

ଏଇ ବନ୍ଧନ ରୁ ସୃଷ୍ଟି ର ଆରମ୍ଭ ହୁଏ

ଦୁନିଆ ର ଏଇ ନୀତି ।


ଆଜି ଅଛି କାଲି ଯୁଗେ ଯୁଗ ଥିବ

ଏଇ ବନ୍ଧନ ର ଶକ୍ତି

ସ୍ନେହ ସମ୍ମାନ ରେ ଆଦରି ରହିଣ

ମିଲୁ ଏଇ ପ୍ରତିଶ୍ରୁତି ।


ଆଦର୍ଶ ତା ପାଉ ସୁଖମୟ ହେଉ

ସଭିଙ୍କ ଦାମ୍ପତ୍ୟ ଗତି

ସଦା ସର୍ବଦା ସଭିଙ୍କ ଦୟା ପାଇ

ପାଉ ଥାଉ ସୁଖ ଶାନ୍ତି   ।













Rate this content
Log in

Similar oriya poem from Inspirational