STORYMIRROR

Bhakta Charan Sunani

Romance

4  

Bhakta Charan Sunani

Romance

ଜଣକ ବିନା ଜଣେ

ଜଣକ ବିନା ଜଣେ

1 min
248

ଯୋଉଠି ତମେ ସେଇଠି ମୁଁ

ଯୋଉଠି ମୁଁ ସେଇଠି ତମେ

ଏଇତ ପ୍ରେମ ଏଇତ ଭାବ

ଲୁହ ବି ଲାଗେ ଚଇତି ପାଗ

ମୁହୂର୍ତ୍ତଟିଏ ବି ବଞ୍ଚି ପାରେନା

ଜଣକ ବିନା ଜଣେ।


ହସିଲେ ତମେ ହସୁଛି ମୁଁ

କାନ୍ଦିଲେ ମୁଁ କାନ୍ଦୁଛ ତମେ

ଏଇ ତ ପ୍ରେମ ଏଇତ ପ୍ରୀତି

ଦୁଃଖ ବି ଲାଗେ ଅଭୁଲା ସ୍ମୃତି

ମୁହୂର୍ତ୍ତଟିଏ ବି ମରି ପାରେନା

ଜଣକ ବିନା ଜଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance