STORYMIRROR

Ramakanta Behera

Romance Tragedy Fantasy

3  

Ramakanta Behera

Romance Tragedy Fantasy

ଜନ୍ମଦିନ

ଜନ୍ମଦିନ

1 min
238

ଅଭିନନ୍ଦନ ହୋ ଅଭିନନ୍ଦନ 

             ତୁମକୁ ମୋର ଅଭିନନ୍ଦନ 

ଆଜିର ଦିନରେ ଦେଖାହେଇଥିଲା 

          ନେଇଥିଲ ଥିଲା ମୋର ମନ    ।।


କଟୁଥିବ ତମେ କେତେ ମଉଜରେ

            ମୋ ହୃଦୟର ମିଠାଟାକୁ

ଚାଖୁଥିବ ତମେ ଅଙ୍ଗୁଳି ଚୁଚୁମି 

              ରକ୍ତ ଭିଜା ମିଠାଟାକୁ     ।।


ଆଉ କା ମୁହଁରେ ହସିକରି ତୁମେ 

             ଦେଉଥିବ ମିଠା ଖୁଆଇ

ଜନ୍ମ ଦିନ ଆଜି ଭାବିମୁ ପାଳୁଛି 

            ରକତେ ଆଖିକୁ ଭିଜେଇ   ।।


ତମେ ଚାଲିଗଲ ତମେ ଭୁଲିଗଲ 

            ନେଲ ମୋ ହୃଦୟ ଖଣ୍ଡକୁ 

ବୁଝିଲାନି ମନ ସେଥିରେ ତୁମର 

             ନେଇଗଲ ନିଦ ରାତିରୁ   ।।


ଯାହାହେଇଯାଉ ତୁମେ ଖୁସି ରୁହ 

            ଝରୁ ପଛେ ମୋର ଲୁହ 

ହସୁଥାଅ ତୁମେ ତୁମର ଜୀବନେ 

             ଆଜୀବନ ଖୁସି ଥାଅ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance