STORYMIRROR

Abhina Biswal

Romance Inspirational

3  

Abhina Biswal

Romance Inspirational

ଜୀବନ

ଜୀବନ

1 min
297

କଣ୍ଟାର ରାସ୍ତାକୁ ପାଦରେ ପାର ହୋଇ 

ମୁଁ ମୋ ରକ୍ତରେ ନର୍ମାଣ କଲି 

ଏକ ସ୍ୱତନ୍ତ୍ର ପାଦ ଚଲା ରାସ୍ତା l 

ଯେଉଁ ପଥରେ ମୁଁ ଏକା ହିଁ ପଥିକ l 

ମୁଁ ଗେରୁଆ ରଙ୍ଗର ଖଣ୍ଡେ ବାଡ଼ିକୁ ଧରି ଯିବା ସମୟରେ 

ଆଜି ସେ ରାସ୍ତାର ଦୁଇ ପାର୍ଶ୍ୱରେ ମୁଁ ଦେଖେ 

ଆକର୍ଷଣୀୟ ଗୋଲାପ ମଲ୍ଲୀଙ୍କୁ 

ଏମାନଙ୍କ ବାସ୍ନା ମତେ ବିମୁଗ୍ଧ କରୁନି 

ମୁଁ ଚାଲେ ପ୍ରତ୍ୟାଖ୍ୟାନ ଭରା ନଜରରେ ଆଗକୁ ଆଗକୁ l



Rate this content
Log in

Similar oriya poem from Romance