Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhina Biswal

Romance Classics Inspirational

4.1  

Abhina Biswal

Romance Classics Inspirational

ଅଫେରା ଅତିଥି

ଅଫେରା ଅତିଥି

1 min
307


କି ଦିନ ଅବା କି ରାତି ସବୁଠି ତମର ବିରହର ତାତି 

ବସନ୍ତ ର ବାର୍ତ୍ତା ଆଣେ କୋକିଳ, ତମ ବାର୍ତ୍ତା ପାଇଁ ମୁଁ ଯେ ବ୍ୟାକୁଳ l

ତୁମେ ଆକାଶ, ମୁଁ ଯେ ଭୂଇଁ ପାରେନି କେବେ ମୁଁ ତମକୁ ଛୁଇଁ l     

ପ୍ରେମ ଯେ ଶିଉଳି ର ପଥ ଏହା ମୁଁ ଜାଣିନଥିଲି

ତୁମେ ଅଧା ବାଟେ ଛାଡିଗଲା ପରେ ଅଙ୍ଗେ ଏହା ଲିଭାଇଲି.



Rate this content
Log in