STORYMIRROR

Abhina Biswal

Inspirational Children

3  

Abhina Biswal

Inspirational Children

ମାଆ

ମାଆ

1 min
342

ମାଆ  ତୁ ମୋ ମାଆ ,, ବିପଦ ଆପଦେ ତୁ ମୋହର ସାହା


ଯେବେ ମୁଁ ହାରିଯାଏ ମୋ ଜୀବନ ପଥେ

ସାହସ ଦେଇଚୁ ମାଆ ତୁ ପ୍ରତିମୁହୂର୍ତ୍ତେ l


ଛୋଟରୁ ବଡ କରିଛୁ ମତେ, ଖାଲି ପେଟ କେବେ ରଖିନୁ ମୋତେl


ମୋ ଆଖିରୁ ଯେବେ ଲୋତକ ଝରେ,, ତୋ ଛାତିରୁ ମାଆ  ରୁଧିର ଝରେ l


ତୋ କୋଳରେ ଶୋଇବା ସୁଖ, ସରଗ ମତେ ଲାଗିଛି ତୁଛ l


ତୋ ପଣତ ଧରି ଚାଲିଲେ ବାଟ, ସତେ ଅବା ଈଶ୍ୱର କଡେଇ ନେଉଛି ବାଟ l


ସୁଖ ଦୁଃଖରେ ମୋ ସହ ହୋଇଛୁ ଠିଆ

ତୋ ବିନା ମାଆ  ମୋତେ ଲାଗେ ତୁଛ ଦୁନିଆ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational